Author: Nirvay

ବନକଲାଗି ନୀତି ପାଇଁ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୩ ଘଣ୍ଟା ବନ୍ଦ ରହିବ । ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ପାଇଁ…

୧୯ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ

ନେପାଳର ରାଜଧାନୀ କାଠମାଣ୍ଡୁରେ ବୁଧବାର ବଡ ଧରଣର ଅଘଟଣ ଘଟିଛି । ଉଡାଣ ଭରିଥିବା ବିମାନ ଦୁର୍ଘଟଣାଗ୍ରସ୍ତ ପରେ ନିଆଁ ଲାଗିଯାଇଛି । ଏଥିରେ ୧୯ ଜଣ ଯାତ୍ରୀ ଥିଲେ। ନେପାଳର କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡାଣ ଭରିଥିବା ଏକ…

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠିତ

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ…

ପୋଲାଭରମ ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି

କେନ୍ଦ୍ର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା ପରେ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ପୋଲାଭରମ ପ୍ରକଳ୍ପ କାମ ଅଟକିବନି କହିଲେ କେନ୍ଦ୍ର ସରକାର। ତେଣୁ ଏ ନେଇ ତେଜିଛି ରାଜନୀତି। ବଜେଟରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ…

ପୁନଃ ନିଟ-ୟୁଜି ପରୀକ୍ଷା ହେବନି: ସୁପ୍ରିମକୋର୍ଟ

ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। ପୁନଃ ନିଟ-ୟୁଜି ପରୀକ୍ଷା ହେବନି ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ…

ନୂଆ ଟିକସ ବ୍ୟବସ୍ଥା ଅଧିକ ଆକର୍ଷଣୀୟ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ନୂଆ ଟିକସ ବ୍ୟବସ୍ଥାକୁ ଚୟନ କରୁଥିବା ବେତନଭୋଗୀ ବ୍ୟକ୍ତି ଏବଂ ପେନସନଭୋଗୀମାନଙ୍କୁ ଟିକସ ରିହାତି…

ଆର୍‌. ସନ୍ଥନଗୋପାଲନ ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ

୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଆର୍‌.ସନ୍ଥନଗୋପାଲନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସନ୍ଥନଗୋପାଲନ ନିଯୁକ୍ତି ପାଇଛନ୍ତି। ଆର୍‌. ସନ୍ଥନଗୋପାଲନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସ୍‌ରୁ ଚିଠି ହୋଇଛି । ପ୍ରଥମେ ନିକୁଞ୍ଜ ବିହାରୀ ଧଳଙ୍କୁ…

୨୦ ଲକ୍ଷକୁ ବୃଦ୍ଧି ହେଲା ମୁଦ୍ରା ଲୋନ୍

ଚଳିତ ବଜେଟରେ ଦୁଇଗୁଣା ହୋଇଛି ମୁଦ୍ରା ଲୋନ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ୍ ନେଇ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ଋଣ ୧୦ ଲକ୍ଷରୁ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା…

ବ୍ୟକ୍ତିଗତ ଆୟକର ସୀମା ଘୋଷଣା

ଦେଶର ଟିକସଦାତାଙ୍କୁ ବଡ଼ ଅଶ୍ଵସ୍ତି ମିଳିଛି । ଆୟକର ସ୍ଲାବରେ ପରିବର୍ତ୍ତନ କରି ବଡ଼ ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ରିହାତି ୫୦ ହଜାରରୁ…

ବିଶ୍ୱସ୍ତରୀୟ ହେବ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ: ଅର୍ଥମନ୍ତ୍ରୀ

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ଓଡ଼ିଶା ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ଦିଆଯାଇଛି । ରଜ୍ୟର ପର୍ଯ୍ୟଟନସ୍ଥଳୀ ପାଇଁ ବଜେଟରେ ବିଶେଷ ଘୋଷଣା କରାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶାର…