Author: Nirvay

ନ୍ୟାୟ ପାଇଲେ ଓଏଏସ ଅଧିକାରୀ ଦେବ ପ୍ରସାଦ ଦାଶ: ହଟିଲା ନିଲମ୍ବନ ଆଦେଶ

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଦେବ ପ୍ରସାଦ ଦାଶଙ୍କୁ ମିଳିଲା ନ୍ୟାୟ। ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ଵ ପ୍ରଦାନ…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ରାଜଧାନୀରେ ମହିଳା ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ…

ଆଜିଠୁ ଭାରତର ପ୍ୟାରିସ୍ ଅଭିଯାନ

ପ୍ୟାରିସ୍‍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ ୨୫ରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍‍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା

ଶିଶୁ ଭବନ ରେଳ ଓଭରବ୍ରିଜରୁ ଡେଇଁ ବୁଧବାର ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ମଧୁସ୍ମିତା ପରିଡ଼ା। ସେ ଭୁବନେଶ୍ବରର ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା। ସୂଚନାଯୋଗ୍ୟ,…

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଆମ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତବ୍ୟ ଦେଇଛନ୍ତି । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଓଡିଶାର…

ନାବାଳକ ଗାଡ଼ିଚାଳକ ସାବଧାନ: ଧରାପଡ଼ିଲେ ଜୋରିମାନା

ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ ହୋଇଯାଆନ୍ତୁ। ରାଜ୍ୟରେ ବଢ଼ୁଥିବା ଦୁର୍ଘଟଣା ତଥା ବେପାରୁଆ ଗାଡ଼ିଚାଳନାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) କଠୋର ହୋଇଛି । ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ଧରପଗଡ଼ ହେବ। ନାବାଳକ ଗାଡ଼ି ଚାଳକ…

ଘୁଞ୍ଚିଲା ଓଟିଇଟି ପରୀକ୍ଷା

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଘୁଞ୍ଚିଲା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଆସନ୍ତା…

ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ: ଅଶ୍ୱିନୀ ବୈଷ୍ଣବ

ରେଳ ବଜେଟକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଓଡ଼ିଶା ପାଇଁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁମୋଦିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ରେଲୱେ ପାଇଁ ଓଡ଼ିଶାକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୭୮ ହଜାର ଟଙ୍କା ସହାୟତା

ସଂସଦର ପ୍ରଶ୍ନକାଳରେ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓଙ୍କ ଉତ୍ତର ରଖି କହିଛନ୍ତି ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୭୮ ହଜାର ଟଙ୍କା ସହାୟତା ମିଳିବ । ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ବାରା ବିଜୁଳି ମିଳିବ।…

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ତାଲିକା

ଖୁବ୍‌ ଶୀଘ୍ର ଆସିବ ନୂଆ ରାସନ କାର୍ଡ ତାଲିକା। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ…