ତାଜା ଖବର ରାଜନୀତି ରାଜ୍ୟ ଦରଦାମ ବୃଦ୍ଧି ପ୍ରସଙ୍ଗରେ ନବୀନ ବାବୁଙ୍କ ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ: ଦିଲୀପ ମହାନ୍ତି July 26, 2024 Nirvay ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବକ୍ତବ୍ୟ ଦେବା ଆଦୌ ଶୋଭାପାଉ ନାହିଁ ଏବଂ ସମାନ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।…
ତାଜା ଖବର ରାଜ୍ୟ ନୃତ୍ୟ ଅଭ୍ୟାସ ବେଳେ ନୀରବିଗଲେ ନୃତ୍ୟ ଗୁରୁ July 26, 2024 Nirvay ନୃତ୍ୟ ଅଭ୍ୟାସ ବେଳେ ନୀରବିଗଲେ ନୃତ୍ୟ ଗୁରୁ ମାୟାଧର ଜେନା । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଷଠୀପୁରରେ । ଶୁକ୍ରବାର ପୂର୍ବାହ୍ନରେ ଷଠୀପୁରସ୍ଥିତ ଯାଜ୍ଞସେନୀ ଅପେରା କ୍ୟାମ୍ପରେ ରିହରସଲ ଚାଲିଥିଲା । ଅଭ୍ୟାସ ବେଳେ ହଠାତ ସେ…
ରାଜ୍ୟ କେନ୍ଦୁଝର ଓ ସୋନପୁରରେ ଇଏସଆଇ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ July 26, 2024 Nirvay ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ଗରିବ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । କେନ୍ଦୁଝର ଓ ସୋନପୁର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା…
ରାଜନୀତି ରାଜ୍ୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ କାମ ବନ୍ଦ ନେଇ ଉଦବେଗ ପ୍ରକାଶ କଲେ ବିଧାୟକ July 26, 2024 Nirvay ବିଜେପି ସରକାର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିବା ଓ ଆମ ଓଡ଼ିଶା ନବୀନ ଓଡ଼ିଶାରେ କାମ ବନ୍ଦ ହୋଇଥିବା ନେଇ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ଗୃହରେ ବିଜେଡି ବିଧାୟକ ଗଣେଶ୍ୱର…
ଦେଶ ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ପ୍ରଭାତ ଝା July 26, 2024 Nirvay ଆଖି ବୁଜିଲେ ବିଜେପିର ବରିଷ୍ଠ ନେତା ପ୍ରଭାତ ଝା (୬୭) । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବାବେଳେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସେ ବିଜେପିର ରାଜ୍ୟ ସଭାପତି ତଥା ଜାତୀୟ ଉପାଧ୍ୟକ୍ଷ ରହିଛନ୍ତି ।…
ବ୍ୟବସାୟ ରାଜନୀତି ରାଜ୍ୟ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ July 26, 2024 Nirvay ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…
ରାଜ୍ୟ ୨ ଘଣ୍ଟା ୮ ମିନିଟ୍ ଧରି ବଜେଟ ପଢ଼ି ମୁଖ୍ୟମନ୍ତ୍ରୀଙ୍କ ସର୍ବକାଳୀନ ରେକର୍ଡ଼ July 25, 2024 Nirvay ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍ ଯାଏଁ ୨ ଘଣ୍ଟା ୮ ମିନିଟ୍ ଧରି ବଜେଟ…
ତାଜା ଖବର ରାଜନୀତି ରାଜ୍ୟ ବିକଶିତ ଓଡ଼ିଶାର ମୂଳଦୁଆ ସ୍ଥାପନ ହେଲା: ମନମୋହନ ସାମଲ July 25, 2024 Nirvay ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟରେ ରାଜ୍ୟର ସାମଗ୍ରିକ…
ରାଜନୀତି ରାଜ୍ୟ ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ: ବିଜେଡି July 25, 2024 Nirvay ବିଜେପି ସରକାରଙ୍କ ଦ୍ବାରା ଆଜି ପ୍ରସ୍ତୁତ କରାଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ…
ରାଜନୀତି ରାଜ୍ୟ ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି: ନବୀନ ପଟ୍ଟନାୟକ July 25, 2024 Nirvay ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଚଳିତ ଆର୍ଥିକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଅପରପକ୍ଷରେ ବିଭିନ୍ନ ଯୋଜନାର ନାମ…