ଖେଳ ତାଜା ଖବର ବିଶ୍ୱ ଫାଇନାଲରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ August 6, 2024 Nirvay ପଦକ ଲକ୍ଷ୍ୟରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ସେମି ଫାଇନାଲରେ ସେ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏ ଅଲିମ୍ପିକ୍ ଫାଇନାଲ ଖେଳିବେ। ମହିଳା ୫୦…
ରାଜନୀତି ରାଜ୍ୟ ଦେଶରେ ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଏକଜୁଟ ହେବା: ମନମୋହନ ସାମଲ August 6, 2024 Nirvay ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ସୀମାଂଚଳ ଖଟେଇ…
ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ-ନୀତି ଆୟୋଗ ସିଇଓ ଆଲୋଚନା: ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ଲକ୍ଷ୍ୟ August 6, 2024 Nirvay ବିକଶିତ ଓଡ଼ିଶା ସ୍ୱପ୍ନ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ମଙ୍ଗଳବାର ଲୋକସେବା ଭବନରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶା…
ରାଜନୀତି ରାଜ୍ୟ ବବିଙ୍କୁ ଟାର୍ଗେଟ କଲେ ମମତା ମହନ୍ତ August 6, 2024 Nirvay ବିଜେଡି ଓ ରାଜ୍ୟସଭା ଛାଡ଼ି ବିଜେପିରେ ମିଶିବା ପରେ ବବି ଦାସଙ୍କ ନାଁରେ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମମତା ମହନ୍ତ। ମମତା କହିଛନ୍ତି, ୪ରେ ତୁମ ହିସାବ କରାଯିବ ବୋଲି ବବି କହିଥିଲେ। ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା।…
ତାଜା ଖବର ରାଜନୀତି ରାଜ୍ୟ ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି ବିଜେଡି: ଜୟନାରାୟଣ ମିଶ୍ର August 6, 2024 Nirvay ଲୋକଙ୍କ ଭଲପାଇବା ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ବିଜେପି ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ…
ତାଜା ଖବର ରାଜ୍ୟ ପୋଲାଭରମ୍ ସ୍ଥିତି ପରଖିବ ବିଜେଡି ଟିମ୍ August 6, 2024 Nirvay ଆସନ୍ତାକାଲି ପୋଲଭରମ ଗସ୍ତରେ ଯିବେ ବିଜେଡି ଟିମ୍ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଟିମ ଗଠନ କରିଛନ୍ତି । ଆସନ୍ତାକାଲି ପୋଲଭରମକୁ କମିଟିର ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୋଲାଭରମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ସ୍ଥିତି…
ରାଜ୍ୟ ନୂଆଁଖାଇ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ August 6, 2024 Nirvay ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବକୁ ପଶ୍ଚିମାଂଚଳବାସୀ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏବେ ନବାନ୍ନ ଲାଗି ପାଇଁ ବାହାରିଛି ନୂଆଁଖାଇ ଲଗ୍ନ। ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ ।ରବିବାର ସକାଳ ୯ଟା ୩୫ରୁ…
ତାଜା ଖବର ରାଜ୍ୟ କୁବେର ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ August 6, 2024 Nirvay ସରୁନି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ। ଆଖି ଖୋସି ହୋଇଗଲା ଭଳି ଘର ଓ ସମ୍ପତ୍ତି। ଏହାମଧ୍ୟରେ ଯାଞ୍ଚ ଓ ଛାନଭିନ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ବାନ୍ଧିଲା…
ଖେଳ ବିଶ୍ୱ ମୈଦାନକୁ ଓଲ୍ହାଇବେ ଓଡ଼ିଆ ପୁଅ ଅଲିମ୍ପିଆନ କିଶୋର August 6, 2024 Nirvay ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବେ କିଶୋର ଜେନା । ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି କିଶୋର । ଭଲ ପ୍ରଦର୍ଶନ ସହ ପରବର୍ତ୍ତୀ ରାଉଣ୍ଡକୁ…
ତାଜା ଖବର ରାଜ୍ୟ ୩ ଦିନ ବର୍ଷା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ August 6, 2024 Nirvay ରାଜ୍ୟରେ ଲାଗିରହିଛି ବର୍ଷା। ଆହୁରି ୩ ଦିନ ପ୍ରବଳ ବର୍ଷା । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,…