ଖେଳ ଦେଶ କୁସ୍ତିରୁ ଅବସର ନେଲେ ବିନେଶ ଫୋଗଟ August 8, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ…
ତାଜା ଖବର ରାଜ୍ୟ ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ August 8, 2024 Nirvay ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ବିଜୟ କୁମାର ଦାଶ ଗଜପତି, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପଟୱାରି ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର, ହେମକାନ୍ତ ସାଏ…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ସଚିବ; ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ August 7, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍ ପ୍ରସାଦ…
ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମେରିକାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ August 7, 2024 Nirvay ହାଇଦ୍ରାବାଦରେ ଥିବା ଆମେରିକାର କନସୋଲ ଜେନେରାଲ୍ ଜେନିଫର୍ ଲାରସନ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଜିଙ୍କୁ ଆମେରିକା ଏବଂ ଓଡିଶା ମଧ୍ୟରେ ଭାଗିଦାରୀକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା କରିବାକୁ ଡାକିଥିଲେ। କନସୋଲ ଜେନେରାଲଙ୍କୁ…
ଖେଳ ବିଶ୍ୱ ବିନେଶ ସୁସ୍ଥ; ଅଲିମ୍ପିକ ଗ୍ରାମ ରୁମ୍ କୁ ଫେରିଲେ August 7, 2024 Nirvay ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷଣା ପରେ ମୁଣ୍ଡ ବୁଲାଇ ଚେତାଶୂନ୍ୟ ହୋଇପଡ଼ିବାରୁ ବିନେଶ ଫୋଗଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଡିହାଇଡ୍ରେସନ୍ କାରଣରୁ ଅଲିମ୍ପିଆନ୍ ବିନେଶ ହତାଶ ହୋଇପଡିଥିବା କହାଯାଉଛି। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଓଜନ ହ୍ରାସ ପାଇଁ…
ଖେଳ ଦେଶ ବିନେଶଙ୍କୁ ସାନ୍ତ୍ଵନା ଦେଲେ ମୋଦି August 7, 2024 Nirvay ଅଧିକ ଓଜନ ପାଇଁ ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହୋଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ । ତାଙ୍କ ପଦକ ଆଶା ଅଧୁରା ରହିଛି । ଏହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ବିନେଶଙ୍କୁ ସାନ୍ତ୍ଵନା ଦେବା ସହ…
ଖେଳ ବିଶ୍ୱ ଭାରତକୁ ବଡ଼ ଝଟକା; ଅଯୋଗ୍ୟ ଘୋଷିତ ହେଲେ ବିନେଶ ଫୋଗଟ August 7, 2024 Nirvay ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହେଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ବିନେଶ ଫାଇନାଲରେ ପହଂଚିବା ପରେ ଡିସ୍କ୍ବାଲିଫାଏଡ୍ ଘୋଷଣା କରାଯାଇଛି । ତାଙ୍କ ଓଜନ ୫୦ କେଜିରୁ ଅଧିକ ଥିବାରୁ ଅଲିମ୍ପିକ୍ସରୁ ଆଉଟ ହୋଇଛନ୍ତି। ୫୦ କେଜିଠାରୁ ବିନେଶ ସାମାନ୍ୟ…
ଖେଳ ଦେଶ ଭାରତ ଫେରିଲେ ମନୁ ଭାକର August 7, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ମେଡାଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ସୁଟର ମନୁ ଭାକର। ସେ ବୁଧବାର ସକାଳେ ଭାରତ ଫେରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମନୁଙ୍କ ସହ ତାଙ୍କ…
ତାଜା ଖବର ବିଶ୍ୱ ରାଜନୀତି ବାଂଲାଦେଶରେ ଅନ୍ତରୀଣ ସରକାର: ମହମ୍ମଦ ୟୁନୁସଙ୍କୁ ଦାୟିତ୍ୱ August 7, 2024 Nirvay ବାଂଲାଦେଶ ସ୍ଥିତି ଅଣାୟତ୍ତ। ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ଭାବେ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ପଞ୍ଝାରେ ଆଠଗଡ଼ ବିଡିଓ August 7, 2024 Nirvay ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ପ୍ରଦ୍ୱୀବଙ୍କ ଘରେ ରେଡ଼ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ରେଡ୍…