ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର September 25, 2024 Nirvay ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ ନେଇ ନିକଟରେ ଖବର ପ୍ରକାଶ ପରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନରେ ମାନ ଯାଞ୍ଚ ପାଇଁ ଫୁଡ୍ ଅଫିସର ନିଯୁକ୍ତ ହେବେ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା…
ତାଜା ଖବର ରାଜ୍ୟ ନର୍ସିଂ ସଂଘ-ସରକାର ଆଲୋଚନା ବିଫଳ September 25, 2024 Nirvay ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ହୋଇଥିବା ବେଳେ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିବ। ଏ ନେଇ ଲୋକସେବା ଭବନରେ ଆଜି ଅପରାହ୍ଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ସ୍ବାସ୍ଥ୍ୟ ସଚିବ ଏସ. ଅଶ୍ୱଥି, ନର୍ସିଂ ନିର୍ଦ୍ଦେଶକ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ…
ତାଜା ଖବର ରାଜନୀତି ରାଜ୍ୟ ଖରାପ ନିର୍ବାଚନ ପରିଚାଳନା ଆକ୍ଷେପ କାହାକୁ ? September 25, 2024 Nirvay ଲୋକସଭା ଓ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ଜୁନ ୪ରେ । ୪ ମାସ ପରେ ବି ବିଜୁ ଜନତା ଦଳ ସଭାପତି ନବୀତ ପଟ୍ଟାନାୟକ ଜିଲ୍ଲାୱାରୀ ବିପର୍ଯ୍ୟୟ ସମୀକ୍ଷା କରୁଛନ୍ତି । କିନ୍ତୁ ଏହି ସମୀକ୍ଷା ପୂର୍ବରୁ ନବୀନ…
ତାଜା ଖବର ରାଜ୍ୟ କାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ. ପି ନଡ୍ଡା September 25, 2024 Nirvay ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ନେଇ ସୂଚନା ଦେଇଛନ୍ତି। ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରୁ ସିଧାସଳଖ ପାର୍ଟି…
ତାଜା ଖବର ରାଜ୍ୟ ରାଉରକେଲାରେ ପୁଣି ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ September 25, 2024 Nirvay ରାଉରକେଲାରେ ପୁଣି ଲଜ୍ଜା। ଥମିବାର ନାଁ ଧରୁନି ମହିଳାଙ୍କୁ ଯୋଉଁ ନିର୍ଯାତନା। ମଙ୍ଗଳବାର ରାତିରେ ରଘୁନାଥପାଲି ଥାନା ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଗତକାଲି…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ; ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ September 25, 2024 Nirvay ଭରତପୁର ଥାନା ବିବାଦରେ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ। ମେଜର ଓ ବାନ୍ଧବୀଙ୍କୁ ନେଇ ଥାନାରେ ପହଞ୍ଚିଛି ଟିମ। କ୍ରାଇମବ୍ରାଞ୍ଚ ନିକଟରେ ଉଭୟ ନିଜର ପକ୍ଷ ରଖିବେ। ଘଟଣା ଦିନ କେତେବେଳେ ଥାନାକୁ ଆସିଥିଲେ, ସେଦିନ ରାତିରେ…
ତାଜା ଖବର ରାଜ୍ୟ ୩୧ଟି ବଡ଼ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ September 24, 2024 Nirvay ସିଙ୍ଗଲ ୱିଣ୍ଡୋ ବୈଠକରେ ରାଜ୍ୟ ସରକାର ୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ସରକାର ୪ ହଜାର ୯୫୪ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ୨୪ ହଜାର ୧୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା…
ତାଜା ଖବର ରାଜ୍ୟ ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା September 24, 2024 Nirvay ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ…
ତାଜା ଖବର ରାଜ୍ୟ ଦଶମ ଷାଣ୍ମାସିକ ପ୍ରଶ୍ନପତ୍ର ତିଆରି କରିବ ସ୍କୁଲ September 24, 2024 Nirvay ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ ନାହିଁ। ସ୍କୁଲ…
ତାଜା ଖବର ରାଜ୍ୟ ସରକାରୀ କାମରେ ରାଜ୍ୟ ମଧ୍ୟରେ ବିମାନ ଯୋଗେ ଯାତ୍ରା କରିପାରିବେ ଗ୍ରୁପ-ଏ ବର୍ଗର କର୍ମଚାରୀ September 24, 2024 Nirvay ଗ୍ରୁପ-ଏ ବର୍ଗର ସରକାରୀ କର୍ମଚାରୀ ସରକାରୀ କାମରେ ରାଜ୍ୟ ଭିତରେ ଓ ଟ୍ରେନ ବିମାନ ଯୋଗେ ଯାତ୍ରା କରିପାରିବେ। ଏ ନେଇ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ୍-ଏ…