ତାଜା ଖବର ଦେଶ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କଲା ଇଡି September 30, 2024 Nirvay ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟମାନଙ୍କ ବିରୋଧରେ ମଇସୁର ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ମାମଲା ରୁଜୁ କରିଛି। ଫେଡେରାଲ ଏଜେନ୍ସି ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ (ଇସିଆଇଆର)…
ତାଜା ଖବର ରାଜ୍ୟ ସାଇବର୍ କାଫେରେ ଆରଆଇ ପରୀକ୍ଷାକୁ ନେଇ ବିବାଦ September 30, 2024 Nirvay ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ଏସସି ଦ୍ୱାରା ପରିଚାଳିତ ରାଜସ୍ବ ନିରୀକ୍ଷକ (ଆରଆଇ), ଆଇସିଡିଏସ୍ ସୁପରଭାଇଜର, ଏଆରଆଇ, ଅମିନ ଓ ଏସ୍ଏଫ୍ଏସ୍ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କେନ୍ଦ୍ର ଥିବା ଭୁବନେଶ୍ୱରର ଏକ ସାଇବର କାଫେରେ ଉତ୍ତେଜନା ପ୍ରକାଶ…
ତାଜା ଖବର ରାଜ୍ୟ ଭଦ୍ରକରେ କୋହଳ ହେଲା କଟକଣା September 30, 2024 Nirvay ଭଦ୍ରକରେ ୩ ଦିନ ପରେ କଟକଣା କୋହଳ ହୋଇଛି। ଧାମନଗର ଓ ଦୋବଲରେ କଟକଣା କୋହଳ କରାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଲାଗିରହିଲା ବେଳେ ଏବେ ସକାଳ ୬ଟାରୁ ରାତି ୮ଟା ଯାଏ ଦୋକାନ ଖୋଲିବ। ହେଲେ ୪…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ; ଆଜିଠୁ ବିଚାର ବିଭାଗୀୟ ତଦନ୍ତ September 30, 2024 Nirvay ଭରତପୁର ଥାନାରେ ମେଜର ଓ ପୋଲିସ ବିବାଦ ମାମଲାରେ ଆଜିଠୁ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ତଦନ୍ତ ଆରମ୍ଭ କରିବେ। ଏ ନେଇ ଭୁବନେଶ୍ବର ସର୍କିଟ ହାଉସରେ କାର୍ଯ୍ୟାଳୟ ସ୍ଥାପିତ ହୋଇଛି। ତେବେ ଏହି…
ତାଜା ଖବର ରାଜ୍ୟ ଭୁବନେଶ୍ବରରୁ କୋକେନ୍ ଜବତ କଲା ଦିଲ୍ଲୀ ଟିମ୍ September 30, 2024 Nirvay ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ହୋଇଛି। ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରିଛି ଦିଲ୍ଲୀ ଟିମ। ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। କ୍ରାଇମ ହବ…
ତାଜା ଖବର ଦେଶ ମନୋରଞ୍ଜନ ସୁପରଷ୍ଟାର ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ September 30, 2024 Nirvay ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ସୋସିଆଲ ମିଡ଼ିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି, ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର…
ତାଜା ଖବର ଦେଶ ରାଜ୍ୟ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 30, 2024 Nirvay ଆଜିଠୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବର ୩୦ ଓ ୧ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛନ୍ତି। ସେ ବିଜେପିର ପରିବର୍ତ୍ତନ ଯାତ୍ରାରେ…
ତାଜା ଖବର ରାଜ୍ୟ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ September 29, 2024 Nirvay ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କୁ ଉତ୍ତମ ଆଚ୍ଚରଣ ପାଇଁ ୱାର୍ଣ୍ଣିଙ୍ଗ ଦେଇଥିବା ବେଳେ ଆଜି ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି। ହାଇ ପ୍ରୋଫାଇଲ ଅଫିସରଙ୍କୁ ବାହାର କରାଯାଇ ତଳସ୍ତରର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏସପି ଓ ଡିଏସପିଙ୍କର…
ତାଜା ଖବର ରାଜ୍ୟ ଭଦ୍ରକରେ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା September 29, 2024 Nirvay ଭଦ୍ରକରେ ଆଉ ୪୮ ଘଣ୍ଟା ବଢ଼ିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ। ମାତ୍ର ଲିଜ୍ ଲାଇନ ସେବା ଚାଲୁ ରହିବ ବୋଲି କହିଛନ୍ତି। ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ…
ତାଜା ଖବର ରାଜ୍ୟ ବର୍ଷାରେ ଭିଜିବ ଦଶହରା September 29, 2024 Nirvay ଏଥର ବର୍ଷାରେ ଭିଜିବ ଦଶହରା। ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ଅଛି। ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପ୍ରଭାବରେ ଅକ୍ଟୋବର ୪ରୁ ୧୦ ତାରିଖ ଯାଏଁ ବର୍ଷା ସମ୍ଭାବନା ଅଛି। ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ…