Author: Nirvay

ସମ୍ୱଲପୁର ମଣ୍ଡଳ ଜେଲ୍‌ରେ ଚଢ଼ଉ; ବ୍ୟାପକ ନିଶାଦ୍ରବ୍ୟ ଜବତ

ସମ୍ବଲପୁର ମଣ୍ଡଳ ଜେଲରେ ଶୁକ୍ରବାର ସକାଳୁ ଚଢ଼ଉ କରିଛି ପୋଲିସ। ଜେଲରେ ବ୍ୟାପକ ନିଶାଦ୍ରବ୍ୟ କାରବାର ହେଉଥିବା ଖବର ପାଇବା ପରେ ଚଢ଼ଉ ହୋଇଥିଲା। ବିଡି, ଗଂଜେଇ, ଖଇନି ତଥା ମାଦକ ଦ୍ରବ୍ୟ ଯାଞ୍ଚ ପାଇଁ ଚଢ଼ଉ ହୋଇଥିବା ବେଳେ ସ୍ଥାନୀୟ…

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ବୋନସ୍‌ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍‌ (ପିଏଲବି) ପ୍ରଦାନକୁ ଅନୁମୋଦନ…

କେନ୍ଦ୍ର କ୍ୟାବିନେଟରେ ଆଉ ୫ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା

ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଶାସ୍ତ୍ରୀୟ ଭାଷା ତାଲିକାର ସମ୍ପ୍ରସାରଣ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ଆଉ ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମଞ୍ଜୁରି ଦେଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଯେ ମରାଠୀ, ପାଲି, ପ୍ରକୃତି,…

ସଦ୍ଗୁରୁଙ୍କ ଇଶା ଫାଉଣ୍ଡେସନ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଆପଣ ସେନା କିମ୍ବା ପୋଲିସକୁ ଅନୁଷ୍ଠାନରେ ଏଭଳି ପ୍ରବେଶ କରିବାକୁ ଦେଇପାରିବେ ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଗୁରୁବାର ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ପିଟିସନକୁ ନିଜ ଆଡ଼କୁ ହସ୍ତାନ୍ତର କରିଛନ୍ତି। ଏଥିରେ ଏକ ଡିଭିଜନ ବେଞ୍ଚ ତାମିଲନାଡୁ ପୁଲିସକୁ…

ବିଜେପି ରାଜ୍ୟ ସଭାପତିଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଧାୟକ ବଦ୍ରିନାରାୟଣ ପାତ୍ର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଶ୍ରୀ ସାମଲଙ୍କୁ କଡ଼ା ସମାଲୋଚନା କରିବା ସହ କଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି କହିଛନ୍ତି। ଖାଲିରେ ବୟାନବାଜି କରି…

ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡିର ସମନ

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ କରିଛି। ପୂର୍ବରୁ ଏଚସିଏର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଆଝାରୁଦ୍ଦିନଙ୍କ ଉପରେ…

ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷାନୀତି

ରାଜ୍ୟରେ ଖୁବଶୀଘ୍ର ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ନୂଆ ପାଠ୍ୟକ୍ରମରେ ୪ ବର୍ଷିଆ ୟୁଜି ଡିଗ୍ରୀ (ସମ୍ମାନ) ରହିବ। ୪ ବର୍ଷିଆ ୟୁଜି ଡିଗ୍ରୀ (ଗବେଷଣା…

ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା

ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଡାକ୍ତର ହେଲେ ଜାଭେଦ। କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଦୁଇ ଜଣ ଡ୍ରେସିଂ କରିବାକୁ ଆସିଥିବା ବେଳେ ଆହତ ଅବସ୍ଥାରେ କ୍ୟାବିନରେ ପଶି…

ଜୋତାରେ ଲୁଚିଥିବା ମାରାତ୍ମକ କୋବ୍ରା କାମୁଡିଲା; ଜୋତା ପିନ୍ଧିବାର ସଠିକ ଉପାୟ କହିଲେ ବିଶେଷଜ୍ଞ

ନିକଟରେ ଭୁବନେଶ୍ୱରସ୍ଥିତ ଚକେଇସିହାଣୀରେ ରହୁଥିବା ସୁନୀଲ ପଣ୍ଡା ଜୋତା ପିନ୍ଧିବାକୁ ଚେଷ୍ଟା କରୁଥିବା ବେଳେ ଏକ ମାରାତ୍ମକ କୋବ୍ରା କାମୁଡ଼ି ଦେଇଥିଲା। ସାପଟି ଗୋଟିଏ ଜୋତା ଭିତରେ ଲୁଚି ରହିଥିଲା ଏବଂ ଜୋତା ଉଠାଇବା କ୍ଷଣି ଏହା ସୁନୀଲଙ୍କ ଡାହାଣ ହାତକୁ…