Author: Nirvay

କେନ୍ଦ୍ରୀୟ ଡେପୁଟେସନରେ ବିଏସଏଫ ଆଇଜି ହୋଇ ଯିବେ ଡିଏସ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବହୁ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ହୋଇଛି । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ…

ଚାଷୀ ଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ…

ଭୁବନେଶ୍ୱରରେ ସିବିଆଇ ରେଡ଼: ୧୦୦ କୋଟି ଟଙ୍କାର ଡିଲ ହାତେଇବା ପାଇଁ ଥିଲା ଯୋଜନା

ଗତ ରାତିରେ ହୋଇଥିବା ସିବିଆଇ ରେଡ଼ ଘଟଣାରେ ଆଦିତ୍ୟ ଦେବ ଇମ୍ଫ୍ରା ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କୁ ଅଟକ ରଖିଛି ସିବିଆଇ । ଦେବଦତ୍ତଙ୍କ ସମେତ ତାଙ୍କ ତିନି ସହଯୋଗୀ ମଧ୍ୟ ଅଟକ ଅଛନ୍ତି । ସିବିଆଇ ଦେବଦତ୍ତଙ୍କ ଭଦ୍ରକ ସ୍ଥିତ…

ଓଡ଼ିଶା ଚାଷୀ ପାଇବେ ୮୦୦ ଟଙ୍କା ବୋନସ୍

ଚାଷୀଙ୍କ ହିତରେ ରାଜ୍ୟ ସରକାର। କଥା ଦେଇ କଥା ରଖିଲେ ମୋହନ ସରକାର । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବରଗଡ଼ର ସୋହେଲାଠାରେ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନର…

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ…

ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ; ଦାମୀ କାର ରୁ ବିପୁଳ ଟଙ୍କା ଜବତ

ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଆଶିଷ ସିଂହ; ITBP IG ହେବେ

ବିବାଦୀୟ ପୋଲିସ ଅଧିକାରୀ ଆଶିଷ ସିଂହଙ୍କ ପାଇଁ ବଡ଼ ଆଶ୍ବସ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଡୋ ତିବୋତାନ ବୋର୍ଡର ପୋଲିସ (ITBP)ର IG ହେବେ ଆଶିଷ ସିଂହ। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନ୍‌ରେ ଯାଇ ଏହି…

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ…

ଭୁବନେଶ୍ୱରରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ନ୍ୟାୟିକ ଅଦାଲତ ଉଦଘାଟିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ନ୍ୟାୟିକ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ଯକ୍ରମକୁ ନେଇ ଉତ୍ତେଜନା ସ୍ପଷ୍ଟ, ସ୍ଥାନୀୟ ଓକିଲ ଏବଂ ବାସିନ୍ଦା ଏହି ଅବସରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଆଜି ସନ୍ଧ୍ୟାରେ ଏହି ଭବ୍ଯ…

ନୌସେନା ଦିବସରେ ରାଷ୍ଟ୍ରପତିଙ୍କ ସମ୍ବୋଧନ : ୨୦୪୭ ସୁଦ୍ଧା ଭାରତ ହେବ ଆତ୍ମନିର୍ଭର

ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜିତ ସଭାରେ ସମ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ଜାତୀୟ ସୁରକ୍ଷା କ୍ଷେତ୍ରରେ ନୌସେନାର ଭୂମିକା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ଜଳପଥରେ ଅନୁପ୍ରବେଶ ରୋକିବାରେ ଓ ଦେଶର ବାହ୍ୟ ଓ ଅଭ୍ୟନ୍ତରୀଣ…