Author: Nirvay

ଖୁବ ଶୀଘ୍ର ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ

ଓଡ଼ିଶାର ନୂଆ ଗନ୍ତବ୍ୟ ନୀତି ଅଧୀନରେ ଉତ୍ତରପ୍ରଦେଶର ଗାଜିଆବାଦର ହିଣ୍ଡନ ବିମାନ ବନ୍ଦର ଏବଂ ଆଣ୍ଡାମାନର ପୋର୍ଟ ବ୍ଲେୟାରକୁ ଭୁବନେଶ୍ୱରରୁ ଖୁବ ଶୀଘ୍ର ଉଡ଼ିବ ବିମାନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଏହି ବିମାନ ସେବା । ରାଜ୍ୟର…

ଯାଜପୁରରେ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କର ୧୦୯ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ଯାଜପୁରରେ ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି । ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମେତ…

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସମାରୋହ କୁ ଆସିଲେନି ନବୀନ

ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ । ବିଶିଷ୍ଟ ଅତିଥି ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ…

ଆସନ୍ତା ୬ ତାରିଖରେ ବିଜେଡିର ରାଜ୍ୟବ୍ୟାପି ପ୍ରତିବାଦ

ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତି ନେଇଛନ୍ତି । ବିଜେଡି ତରଫରୁ…

ରାଜନୈତିକ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି: ଅନିଲ ବିଶ୍ୱାଳ

ଏପ୍ରିଲ ମାସ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଭାରତ ବର୍ଷର ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ…

ପଞ୍ଚାୟତିରାଜ ଦିବସ ତାରିଖ ବଦଳକୁ ନେଇ ବର୍ଷିଲା ବିଜେଡି

ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ, ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି କହି ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇ ଦୀର୍ଘ…

କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବେ ଆଇପିଏସ୍‌ ସୁଶାନ୍ତ ନାଥ

କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବେ ଆଇପିଏସ୍‌ ସୁଶାନ୍ତ ନାଥ । ଆଇପିଏସ୍‌ ସୁଶାନ୍ତ ନାଥ ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ । ସୁଶାନ୍ତ କୁମାର ନାଥ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । ତେବେ…

ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖ ବଦଳରେ ଅପ୍ରେଲ ୨୪ ରେ ପାଳନ

ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି । ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି…

ଅନ୍ୟର ଜୀବନ ବଞ୍ଚାଇ ଅମର ହୋଇଗଲା ୧୬ ମାସର ଶିଶୁ ଜନ୍ମେଶ

ରାଉରକେଲାର ଅଶୋକ ଲେଙ୍କା ଓ ପ୍ରତିଭା ନାୟକଙ୍କ ୧୬ ମାସର ଶିଶୁପୁତ୍ର ଜନ୍ମେଶ ଲେଙ୍କା ଅସୁସ୍ଥତାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସା ପରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପରିବାର ଲୋକଙ୍କ ନିଷ୍ପତ୍ତି…

ନବରଙ୍ଗପୁର ଜିଲ୍ଲାରେ ୬ ବର୍ଷର ଶିଶୁକନ୍ୟାକୁ ୬୦ରୁ ଉର୍ଦ୍ଧ୍ଵ ଚେଙ୍କ

ଅନ୍ଧ ବିଶ୍ୱାସର କରୁଣ ପରିଣତି । ନବରଙ୍ଗପୁର ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଆଜି ସକାଳେ ଚେଙ୍କରେ ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମରେ ମାସକର ଶିଶୁ ଗୁରୁତର ହୋଇଥିବାବେଳେ ରାଇଘର ବ୍ଲକ ନାକଟିସେମଡ଼ା ଗାଁରେ ପୁଣି…