ରାଜ୍ୟ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ପ୍ରମୁଖ ଷ୍ଟେସନର ହେବ ନବୀକରଣ April 10, 2025 Nirvay କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ଏକ ବ୍ୟାପକ ପୁନଃବିକାଶ ଆରମ୍ଭ କରିଛି । ଲକ୍ଷ ଲକ୍ଷ ଲୋକଙ୍କ ଯାତ୍ରା…
ରାଜ୍ୟ ଏସଟିଏଫ ହାତରେ ଲାଗିଛି ୫୦୦ ଟଙ୍କିଆ ଜାଲ୍ ନୋଟ୍; ୨ ଗିରଫ April 10, 2025 Nirvay ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଜବତ ହୋଇଛି ୫୦,୦୦୦ ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ । ଏସମ୍ପର୍କରେ ଭୁବନେଶ୍ୱର STF ଏବଂ ଟିଟିଲାଗଡ଼ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ୫୦,୦୦୦ ଟଙ୍କାର…
ଖେଳ ପୁଣି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ହେଲେ ଧୋନି April 10, 2025 Nirvay ଆଇପିଏଲ ୨୦୨୫ ରେ ପୁଣି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ମହେନ୍ଦ୍ର ସିଂହ ଧୋନୀ । ଏନେଇ ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ସ୍ପଷ୍ଟ କରିଛନ୍ତି । କ୍ୟାପଟେନ୍ ଋତୁରାଜଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ଫଳରେ…
ଦେଶ ବିଶ୍ୱ ଭାରତ ପହଞ୍ଚିବା ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା ଗିରଫ April 10, 2025 Nirvay ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଭାରତ ପହଞ୍ଚିବା ପରେ ଔପଚାରିକ ଭାବେ ତାକୁ ଏନଆଇଏ (NIA) ଗିରଫ କରିଛି । ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମୁଖ୍ୟାଳୟକୁ…
ଦେଶ ଆହୁରି ଶକ୍ତିଶାଳୀ ହେବ ନୌସେନା; ଫ୍ରାନ୍ସରୁ ୨୬ ରାଫେଲ କିଣିବ ଭାରତ April 9, 2025 Nirvay ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନାର କ୍ଷମତା । ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ୬୪,୦୦୦ କୋଟି ଟଙ୍କାର ଏହି ବିଶାଳ ଚୁକ୍ତିକୁ ଦେଶର…
ରାଜନୀତି ରାଜ୍ୟ ୨୦୧୭ ମସିହାରେ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ନିଜେ ଉଠାଇଥିଲେ ନବୀନ April 9, 2025 Nirvay ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ୨୦୧୭ ମସିହାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଚିଟ୍ଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ୨୦୧୪ ରେ ଗିରଫ କରିଥିଲା ।…
ରାଜନୀତି ରାଜ୍ୟ ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ April 9, 2025 Nirvay ପାଣ୍ଡିଆନ କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ । ପାଣ୍ଡିଆନ ଙ୍କ ବିଷୟରେ ଗଣମାଧ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ…
ରାଜ୍ୟ ଅନ୍ଧାରରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର April 9, 2025 Nirvay କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁରେ ଅନ୍ଧାରରେ ଅଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର । ଦିନେ କି ଦୁଇଦିନ ନୁହେଁ ପ୍ରାୟ ସପ୍ତାହେ ଧରି ଅନ୍ଧାରରେ ଅଛନ୍ତି କମଳା ପୂଜାରୀଙ୍କ ପରିବାର । ଟଙ୍କା ନ ବାନ୍ଧିବାରୁ TPSODL…
ଦେଶ ଆଜିଠାରୁ ଲାଗୁହେଲା ୱାକଫ୍ ସଂଶୋଧନ ଆଇନ୍ April 8, 2025 Nirvay ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ୱାକଫ୍ ସଂଶୋଧନ ଅଧିନିୟମ । କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରି ୱାକଫ୍ ଅଧିନିୟମକୁ ପ୍ରଭାବୀ କରିଛନ୍ତି । ଗତ ସପ୍ତାହରେ ଏହି ବିଲ୍ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ…
ବିଶ୍ୱ ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା April 8, 2025 Nirvay ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଚୀନ…