ମଙ୍ଗଳବାର ଅର୍ଥାତ୍ ଆଜି ଆପ୍ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଆତିଶିଙ୍କ ନାଁରେ ଆଜି ମୋହର ମାରିଛନ୍ତି । ଆପ ବିଧାୟକ ଦଳ ବୈଠକରେ ସର୍ବସହମତିରେ ମନୋନୀତ ହୋଇଛନ୍ତି ଆତିଶୀ ମାର୍ଲିନା ।

Leave a Reply

Your email address will not be published. Required fields are marked *