ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍। ଏନବିଡବ୍ଲୁ ମାମଲାରେ କଟକ ଜେଏମ୍ ଏଫ୍ ସି କୋର୍ଟରେ ହାଜରହେଲେ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀ ।

ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ସୂଚନା । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ହୋଇଥିଲା ମାମଲା। ବାରମ୍ବାର ସମନ ସତ୍ତେ୍ୱ ହାଜର ନହେବାରୁ ତାଙ୍କ ନାଁରେ ଏନବିଡବ୍ଲୁ ଜାରି ହୋଇଥିଲା ।

Leave a Reply

Your email address will not be published. Required fields are marked *