Angul AEE Under Vigilance Scanner
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି । ଘରୁ ବିଡ଼ା ବିଡ଼ା ନୋଟ ସହ ପୁଳା ପୁଳା ସୁନା ଜବତ ହୋଇଛି ।
 
ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣାର ୯ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି ।
 
ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ରାମଚନ୍ଦ୍ରଙ୍କର ପ୍ରାୟ ୫ ହଜାର ବର୍ଗ ପରିମିତ ଦୁଇ ମହଲା ଆଲିଶାନ ବଙ୍ଗଳା, ୩୫୦ ଗ୍ରାମ ସୁନା, ୨୧ ଟି ପ୍ଲଟ, ୧.୦୬ କୋଟିର ବ୍ୟାଙ୍କ ଜମା, ଦୁଇଟି କାର, ଜୁନାଗଡରେ ଥିବା ଜ୍ୱାଇଁଙ୍କ ଘରୁ ୨୩.୯୫ ଲକ୍ଷ କ୍ୟାସ୍‌ ମିଳିଛି ।
 

By Nirvay

Leave a Reply

Your email address will not be published. Required fields are marked *