ଆସନ୍ତା ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିବ । ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଏହାପରେ ୨୪ ତାରିଖରେ ନିର୍ବାଚନ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବିଧାନସଭା ସୁରୁଖୁରରେ ଚଳାଇବା ନେଇ ବାଚସ୍ପତି ସବୁ ଦଳର ମତାମତ ନେବେ ।g

Leave a Reply

Your email address will not be published. Required fields are marked *