ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପାରାଦୀପରେ ଗ୍ରୀନଫିଲଡ ବିମାନବନ୍ଦର ପ୍ରତିଷ୍ଠା କରିବା ସହ ଜୟପୁର, ରଙ୍ଗେଇଲୁଣ୍ଡା, ରାଇରଙ୍ଗପୁର, ଜମାଦାରପଲ୍ଲୀ ଓ ତୁଷୁରା ବିମାନ ବନ୍ଦରର ଉନ୍ନତିକରଣ କରିବା ପାଇଁ ରାଜ୍ୟସରକାର B-MAAN ଯୋଜନା ଆରମ୍ଭ କରିଛନ୍ତି । ବିକଶିତ ଓଡ଼ିଶା ଲକ୍ଷ୍ୟ ଅନୁସାରେ ରାଜ୍ୟର ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । Post navigation ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ଏପ୍ରିଲ ୯ ଓ ୧୧ରେ ଜନ ଶୁଣାଣି ବିଧାନସଭା ବାହାରେ କଂଗ୍ରେସ ନେତା- ପୋଲିସ ମୁହାଁମୁହିଁ