Congress seeks Disqualification of membership of two MLAs for cross-voting
ଅଖିଳ ଭାରତ କଂଗ୍ରେସ କମିଟି (AICC) ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ୨୫ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି ।
 
ମହାସଚିବ କେ.ସି. ଭେନୁଗୋପାଳଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଓପିସିସିର ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି ।
 
କମିଟିର ସଦସ୍ୟଙ୍କ ସମ୍ପୂର୍ଣ୍ଣ ତାଲିକା:
 
୧. ଅଜୟ କୁମାର ଲଲ୍ଲୁ- (ପ୍ରଭାରୀ)
୨. ଭକ୍ତ ଚରଣ ଦାସ
୩. ରାମଚନ୍ଦ୍ର କାଡାମ
୪. ସପ୍ତଗିରି ଉଲାକା
୫. ନିରଞ୍ଜନ ପଟ୍ଟନାୟକ
୬. ଜୟଦେବ ଜେନା
୭. ଶରତ ପଟ୍ଟନାୟକ
୮. ପ୍ରସାଦ ହରି ଚନ୍ଦନ
୯. ଶ୍ରୀକାନ୍ତ ଜେନା
୧୦. ନଗେନ୍ଦ୍ର ପ୍ରଧାନ
୧୧. ଜଗନ୍ନାଥ ପଟ୍ଟନାୟକ
୧୨. ଅମର ଚନ୍ଦ୍ର ପ୍ରଧାନ
୧୩. ସୁଶୀଳା ତିରିଆ
୧୪. ପି. ସେଟ୍ଟି
୧୫. ରାମ ଚନ୍ଦ୍ର ଖୁଣ୍ଟିଆ
୧୬. ଶରତ ରାଉତ
୧୭. ଆସଫ ଅଲ୍ଲୀ ଖାନ
୧୮. ତାରା ପ୍ରସାଦ ବାହିନୀପତି
୧୯. ରମେଶ ଜେନା
୨୦. ଏସ୍ ରାଜିନ ଏକ୍କା
୨୧. ଦେବାଶିଷ ପଟ୍ଟନାୟକ
୨୨. ସନ୍ତୋଷ ସିଂହ ସାଲୁଜା
୨୩. ମହମ୍ମଦ ମୋକ୍ୱିମ୍
୨୪. ବିଶ୍ୱରଞ୍ଜନ ମହାନ୍ତି
୨୫. ସସ୍ମିତା ବେହେରା
ପଦାଧିକାରୀ ସଦସ୍ୟ:
ସମସ୍ତ ଏଆଇସିସି ସଚିବ ଓଡ଼ିଶା ପ୍ରଭାରୀ
ସମସ୍ତ ଫ୍ରଣ୍ଟାଲ୍ ସଂଗଠନର ମୁଖ୍ୟମାନେ

By Nirvay

Leave a Reply

Your email address will not be published. Required fields are marked *