ଜଳଲାଗି ବେଳେ ଅଣସେବାୟତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।। ସେ କହିଛନ୍ତି ଯଦି ଦିବ୍ୟସ୍ନାନ ସମୟରେ ମଣ୍ଡପରେ କେହି ଅଣସେବାୟତ ରହିଥିବାର ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ । ନୀତିକାନ୍ତି, ପହଣ୍ଡି ଶୃଙ୍ଖଳିତ ଭାବେ ହୋଇଛି । ଏହାପରେ ଭିଡିଓ ଚିତ୍ର ଅଣସେବାୟତଙ୍କୁ ଦେଖି ଚିହ୍ନଟ କରାଯିବ ।

୨୮ରୁ ରତ୍ନଭଣ୍ଡାର ମରାମତିକୁ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ଏବେ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । କେବେ ମରାମତି ସରିବ ମୁଁ କହିବା ଠିକ୍‌ ହେବନି ।

Leave a Reply

Your email address will not be published. Required fields are marked *