ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣାରେ ସ୍କୁଲ ଚାଲିଥିବାବେଳେ ଭାଲୁ ପଶିଆସିଲା। ସ୍କୁଲର ନିର୍ମାଣାଧୀନ କୋଠାରେ ପଶିଯାଇଛି ଭାଲୁ। ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଏବେ ବି ଭାଲୁ ସ୍କୁଲ ପରିସରରେ ଶୋଇଥିବା ସୂଚନା ମିଳିଛି। ସ୍କୁଲର ପାଚେରୀ ନଥିବାରୁ ଭିତରକୁ ଭାଲୁ ପଶିଆସୁଛନ୍ତି।

Leave a Reply

Your email address will not be published. Required fields are marked *