ବିଜେଡି ସଭାପତି ନବୀନ ପଟ୍ଟନାୟକ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବାହାରି ପୋଲିସର ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀରେ ନିଟ ପରୀକ୍ଷା ବିବାଦକୁ ନେଇ ପ୍ରତିବାଦ କରୁଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଛାତ୍ରଛାତ୍ରୀଙ୍କୁ ପୋଲିସର ଦୁର୍ବ୍ୟବହାରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି ନବୀନ।

 

Leave a Reply

Your email address will not be published. Required fields are marked *