ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଲୋକସଭା ପ୍ରଶ୍ନକାଳ । ଗୃହ ଆରମ୍ଭରୁ ବିଭିନ୍ନ ପ୍ରଙ୍ଗକୁ ନେଇ ଗୃହ ମଧ୍ୟରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିନ ୧୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ନିଟ୍‌ ପେପର ଲିକ୍, ରାମ ମନ୍ଦିର ଦାନ ଅର୍ଥ ଚୋରି ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି ବିରୋଧୀ ।

Leave a Reply

Your email address will not be published. Required fields are marked *