ଓଲଟିଲା ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ। ବସଟି ସୁନ୍ଦରଗଡ଼ରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଅନୁଗୁଳ ଜିଲ୍ଲା ସମଲ୍ ଥାନା ୧୪୯ ଜାତୀୟ ରାଜପଥ ବୁରୁକୁନା ଛକ ନିକଟରେ ଓଲଟି ପଡିଥିଲା। ଏହି ଦୁର୍ଘଟଣା ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Post navigation Ratha Jatra Stampede: ରଥଯାତ୍ରାରେ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ Implement Revised English Spelling: ସଂଶୋଧିତ ଇଂରାଜୀ ବନାନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ