ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭରୁ ଲୋକସଭାରେ ହଟ୍ଟଗୋଳ ଦେଖାଦେଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ରାମ ମନ୍ଦିର ଦାନ ଚୋରି, ପେପର ଲିକ୍‌କୁ ନେଇ ନାରାବାଜି କରିଛନ୍ତି ବିରୋଧୀ।

Leave a Reply

Your email address will not be published. Required fields are marked *