ଶୁଭାରମ୍ଭ ହେଲା ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନର ଶୁଭାରମ୍ଭ କରିବେ।ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଏହି ଟ୍ରେନ ଜିନ୍ଦ-ସୋନିପତ ମଧ୍ୟରେ ୮୯ କିଲୋମିଟରର ରୁଟ୍ରେ ଚାଲିବ। Post navigation India’s 1st Hydrogen Train: ग्रीन रेलवे की ओर कदम, देश की पहली हाइड्रोजन ट्रेन का हुआ शुभारंभ ASO Exam Scam: ASO ପରୀକ୍ଷା କେଳେଙ୍କାରୀ ମାମଲା; ୧୪ ଜଣଙ୍କ ଜାମିନ ଆବେଦନ ଖାରଜ