କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ତିଖିରି ସରପଞ୍ଚ ଚମେଲି ଓଝାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଆଉ ଜଣେ ଗିରଫ। ହିମାଂଶୁ ପ୍ରଧାନ ନାମକ ଯୁବକଙ୍କୁ ଗିରଫ କଲା ମହାକାଳପଡ଼ା ଥାନା ପୋଲିସ । ଚାମେଲି ଅଭିଯୋଗ କରିଥିବା ୭ ଜଣଙ୍କ ଭିତରୁ ୨ ଜଣ ଗିରଫ ହୋଇଛନ୍ତି। ପୂର୍ବରୁ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *