ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଏଏସ୍ଆଇଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଏସ୍ଆଇ କୁଲ୍ଲୁଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଏଏସ୍ଆଇ ରାଜେଶ କୁଲ୍ଲୁ ଏବଂ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା ଜଣେ ବ୍ୟକ୍ତିଙ୍କ ହଜିଥିବା ଫୋନକୁ ଫେରାଇବାକୁ ଲାଞ୍ଚ ଦାବି କରିଥିଲେ । Post navigation EPFO subscribers to withdraw PF through UPI and ATM by month-end Morning School in Khordha district: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନିର୍ଦ୍ଦେଶ