Tag: Mancheswar asi

Mancheswar ASI Sacked Over Bribery: ଚାକିରୀରୁ ବହିଷ୍କୃତ ହେଲେ ମଞ୍ଚେଶ୍ୱର ଥାନା ଏଏସ୍ଆଇ

ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଏଏସ୍ଆଇଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଏସ୍ଆଇ କୁଲ୍ଲୁଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଏଏସ୍ଆଇ ରାଜେଶ କୁଲ୍ଲୁ ଏବଂ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା ଜଣେ ବ୍ୟକ୍ତିଙ୍କ…