ମହିଳାଙ୍କୁ ପ୍ରେମ ନିବେଦନ କରିବା ପଡ଼ିଲା ମହଙ୍ଗା । ବଦଳିଲେ ଶରଣକୁଳ ଆଇଆଇସି ସୁଜିତ ଦାସ । ମହିଳାଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ନିର୍ଯାତନା ଅଭିଯୋଗ ମାମଲା ରୁଜୁ ପରେ ଶରଣକୁଳ ଥାନାରୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି ପାଇଁ ରାଜ୍ୟ ପୋଲିସ୍‌ ମୁଖ୍ୟାଳୟ ତରଫରୁ ବଦଳି ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *