ଆଜି ହେଉଛି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ । ଗାଁଠାରୁ ଆରମ୍ଭ କରି ସହର ଉତ୍ସବ ମୁଖର । ଏହି ଅବସରରେ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ କରାଯାଉଛି । ନାନା ରକମର ମିଠା ଓ ପିଠାପଣା ପ୍ରସ୍ତୁତ କରାଯିବ ସହ ରଜ ପାନ, ପୁଚି ଖେଳ ଏବଂ ନୃତ୍ୟ ଗୀତରେ ଝଲୁଛି ସାରା ଓଡ଼ିଶା।

Leave a Reply

Your email address will not be published. Required fields are marked *