ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏନ୍କାଉଣ୍ଟର। ଭଦ୍ରକର ନୂଆସାହି ଜଙ୍ଗଲରେ ରାତି ୩. ୩୦ରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁକୁ ଏନ୍କାଉଣ୍ଟର କଲା ପୋଲିସ । ସହଯୋଗୀ ସହ ମିଶି ଅପରାଧୀକ କାଣ୍ଡ ଘଟାଇବାକୁ ଯୋଜନା କରୁଥିଲା ଏନ୍କାଉଣ୍ଟର କରାଯାଇଛି । ଘଟଣାସ୍ଥଳରୁ ସହଯୋଗୀ ଫେରାର ଥିବା ବେଳେ ପପୁର ଡାହାଣ ଗୋଡ଼ରେ ଗୁଳି ବାଜି ଆହତ ହୋଇଛି। Post navigation Two Trains Collide in BBSR: ଭୁବନେଶ୍ୱରରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ TMC MP Prakash Chik Baraik resigns as member of Rajya Sabha