ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମିଳିବ ଆଶ୍ୱସ୍ତି। ଖରା ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ନବେ ପ୍ରତିଶତ ବହି ଛପା ସରିଲାଣି ବାକି ଦଶ ପ୍ରତିଶତ ବହି ଖରାଛୁଟି ସରିବା ପୂର୍ବରୁ ପହଞ୍ଚିବ। ଖୁବଶୀଘ୍ର ପିଲାଙ୍କ ପାଖରେ ବହି ପହଞ୍ଚିବ । Post navigation Ranjan Biswal Quits BJD: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ Delhi Restaurant Fire: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୧ ଜୀବନ୍ତ ଦଗ୍ଧ