ରାଜ୍ୟରେ ଦୂର ହେବ ଭତ୍ତା ସମସ୍ୟା। ୭ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ ବୋଲି ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି SPARSH ପୋର୍ଟାଲରେ ଟେକ୍ନିକାଲ ସମସ୍ୟା ଥିବାରୁ କାମ ଚାଲିଛି । କିଛିଦିନ ପାଇଁ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ । 

Leave a Reply

Your email address will not be published. Required fields are marked *