ଆସୁଛି ‘ସୁପର-ଏଲନିନୋ’। ସାରା ବିଶ୍ବରେ କିଛି ମାସରେ ଭୟଙ୍କର ପ୍ରାକୃତିକ ବିପଦ ଦେଖାଦେଇପାରେ। ଏନେଇ ବିଶ୍ବକୁ ସତର୍କ କରାଇଲା ବିଶ୍ବ ପାଣିପାଗ ସଂସ୍ଥାନ। ୧୮୭୭ ଭଳି ପ୍ରଭାବିତ କରିପାରେ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂସ୍ଥାନ । ଯାହା ଫଳରେ ବିଶ୍ୱର ଏକାଧିକ ଦେଶରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଇଛି। Post navigation BRICS Summit in Puri: ଆଜିଠାରୁ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ BRICS Disaster Risk Reduction Working Group Meeting begins in Puri