ଖୋଲିଲା CBSE ଦ୍ୱାଦଶ ମାର୍କ ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲ୍। ଏ ନେଇ CBSE ମୁଖ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଯାଞ୍ଚ ଏବଂ ରି-ଇଭାଲୁଏସନ୍ ପାଇଁ ଏହି ପୋର୍ଟାଲ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ପୋର୍ଟାଲରେ କେମିତି କରିବେ ଆବେଦନ ସେ ନେଇ ଭିଡିଓ ଜାରି କରି ସୁଚନା ଦେଲା ସିବିଏସଇ । Post navigation Meet The Press: ବହୁବର୍ଷ ପରେ କଂଗ୍ରେସର ତୃଣମୂଳ ସଂଗଠନ ଗଢ଼ାହେଉଛି; ଦଳକୁ ଆଉ କେହି ଅଟକାଇପାରିବେନି: ଭକ୍ତ President Murmu to visit Rairangpur on June 19, PM Modi on June 20