ପୁଣି ଅମାନିଆ ଇସ୍କନ୍। ଜଗନ୍ନାଥ ସଂସ୍କୃତିକୁ ନେଇ ପୁଣି ଇସ୍କନର ମନମାନି। ବାରମ୍ୱାର ବାରଣ ସତ୍ତ୍ବେ ମାନୁନି ଇସ୍କନ। ଆମେରିକା ମ୍ୟାରିଲାଣ୍ଡ୍ରେ ଅଦିନିଆ ରଥଯାତ୍ରା ଦେଖିବାକୁ ମିଳିଛି। ଏହାପରେ ଆମେରିକାର ଓଡ଼ିଆ ଭକ୍ତମାନେ ତୀବ୍ର ବିରୋଧ କରିଛନ୍ତି। ଓଡ଼ିଆ ଶ୍ରଦ୍ଧାଳୁ ଭିଡିଓ ବାର୍ତ୍ତା ଦେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ପ୍ରବାସୀ ଓଡ଼ିଆ ସଦସ୍ୟମାନେ ଧାର୍ମିକ ପରମ୍ପରା ଏବଂ ଭାବନା ଉପରେ ଚିନ୍ତା ପ୍ରକାଶ କରି ଧର୍ମଗ୍ରନ୍ଥ ଏବଂ ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡର ଦ୍ୱାରା ନିର୍ଦ୍ଧାରିତ ପାରମ୍ପରିକ ପୁରୀ ଜଗନ୍ନାଥ ରଥଯାତ୍ରା ତାରିଖ ଅନୁସରଣ କରିବାକୁ ଇସ୍କନକୁ ଅନୁରୋଧ କରିଛନ୍ତି। Post navigation PM May Visit Odisha: ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ଓଡ଼ିଶା ଆସିବାକୁ ଆଗ୍ରହୀ ପ୍ରଧାନମନ୍ତ୍ରୀ ମୋଦି: ରାଜ୍ୟ ବିଜେପି ସଭାପତି Ananya Awasthi Appointed First Woman ADC: ଓଡିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହେଲେ ଅନନ୍ୟା ଅୱସ୍ତି