ଭାରତ ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ(ATF) ଉପରେ ରପ୍ତାନି ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର । ଅନ୍ତର୍ଜାତୀୟ ବଜାରର ଅଶୋଧିତ ତୈଳ ଦର ହ୍ରାସ ପରେ ପଦକ୍ଷେପ ନିଆଯାଇଛି । ଏହି ଶୁଳ୍କ ଜୁନ୍ ୧ରୁ ନୂଆ ନିୟମ ଲାଗୁ ହେବ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଦେଢ଼ ଟଙ୍କା ଶୁଳ୍କ ହ୍ରାସ ହୋଇଥିବା ବେଳେ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫ ଟଙ୍କା ଓ ବିମାନ ଇନ୍ଧନ ପାଇଁ ଲିଟର ପିଛା ୯.୫ ଟଙ୍କା କମିଲା ରପ୍ତାନି ଶୁଳ୍କ ହ୍ରାସ ହୋଇଛି। Post navigation Baranga Police Station IIC Transferred: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା; ବଦଳିଲେ ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରା PM Modi praises Odisha’s Bela Pana: ମନ୍ କି ବାତରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା