ଉତ୍ତର ପ୍ରଦେଶରେ ସପ୍ତାହକୁ ଦୁଇ ଦିନ ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ । ଭିନ୍ନ ଭିନ୍ନ ସିଫ୍ଟରେ ଅଫିସ୍‌ ଆସିବା ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଲକ୍ଷ୍ନୌ ଶ୍ରମ ବିଭାଗ ଦ୍ୱାରା ଅନୁଷ୍ଠିତ ଏକ ବୈଠକ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ବିଭିନ୍ନ ସିଫ୍ଟ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ, ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ରାଜ୍ୟ ସାଧାରଣ ପରିବହନର ବ୍ୟବହାର ବୃଦ୍ଧି କରିବାକୁ ମଧ୍ୟ ଆହ୍ୱାନ କରିଛି।

Leave a Reply

Your email address will not be published. Required fields are marked *