Tamil Nadu CM Vijay Announces New Cars, ₹75,000 Monthly Allowance for MLAs

ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ ଏକ ଐତିହାସିକ ବିପର୍ଯ୍ୟୟ ଆଣିଛି। ୧୦୮ ଆସନ ସହିତ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହାରି ମଧ୍ୟରେ ତାମିଲନାଡ଼ୁରେ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଚିଠି ଲେଖିଲେ ବିଜୟ ।

ମ୍ୟାଜିକ୍ ନମ୍ବରରୁ ୧୦ଟି ଆସନ ପଛରେ ରହିଛି ଟିଭିକେ ।ପୂର୍ବରୁ କଂଗ୍ରେସର ସମର୍ଥନ ନେଇ ଖଡଗେଙ୍କୁ ଚିଠି ଲେଖିଥିଲେ ବିଜୟ।

Leave a Reply

Your email address will not be published. Required fields are marked *