RBI Cancels Paytm Payments Bank Licence
ସାଇବର ଠକେଇରୁ ରକ୍ଷା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ଯାଉଛି । RBI ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ଗୋଟିଏ ଘଣ୍ଟାର ପଜ୍ ବା ବିରତି ବ୍ୟବସ୍ଥା ଯୋଡିବାକୁ ଚିନ୍ତା କରୁଛି
 
ନୂଆ ପଦକ୍ଷେପ ଅନୁଯାୟୀ, ଯଦି ଆପଣ ୧୦,୦୦୦ରୁ ଅଧିକ ଟଙ୍କା କାହାକୁ ପଠାଉଛନ୍ତି, ତେବେ ସେହି ଟଙ୍କା ତୁରନ୍ତ ଅପରପକ୍ଷର ଆକାଉଣ୍ଟକୁ ଯିବ ନାହିଁ । ଆପଣ ଯାହା ନିକଟକୁ ଟଙ୍କା ପଠାଇବେ, ଟଙ୍କା ସେହି ବ୍ୟକ୍ତିଙ୍କ ନିକଟକୁ ଯିବାକୁ ପ୍ରାୟ ୧ ଘଣ୍ଟାର ସମୟ ଲାଗିବ ।
 
ଯଦି ଆପଣ ଜାଣିପାରନ୍ତି ଯେ ଡିଜିଟାଲ ବ୍ୟାଙ୍କ ଠକେଇରେ ପଡି ଭୁଲ୍ ଜାଗାକୁ ଟଙ୍କା ପଠାଇଛନ୍ତି, ତେବେ ସେହି ୧ ଘଣ୍ଟା ମଧ୍ୟରେ ପେମେଣ୍ଟକୁ କ୍ୟାନସଲ କରିପାରିବେ ।

By Nirvay

Leave a Reply

Your email address will not be published. Required fields are marked *