ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ସେ ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗଦେବେ । ମେଦିନୀପୁର ମୋୟନା ନିର୍ବାଚନ ମଣ୍ଡଳୀରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତ ସମୟରେ ସେ ଇନଭେଷ୍ଟର୍ସ ମିଟରେ ଯୋଗଦେବେ ଏବଂ ଉଦ୍ୟୋଗୀଙ୍କ ସହ ନିବେଶକୁ ନେଇ ଆଲୋଚନା କରିବେ । ନିବେଶ ଆକର୍ଷିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରୟାସର ଏହା ଏକ ଅଂଶ । Eyeing industrial growth and job creation through roadshows, the CM will attend the investment meet for the second time, following the success of the Hyderabad meet last year. Post navigation Govt Extends LPG Cylinder Booking Gap: ବଢ଼ିଲା LPG ସିଲିଣ୍ଡର୍ ବୁକିଂ ଅବଧି Investigations Against OAS, ORS Officers: ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୁଦ୍ଧରେ ତ୍ୱରିତ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ