CBSE makes 3-Language study compulsory for Class IX Students
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୯, ୧୦ ଏବଂ ୧୧ ତାରିଖରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି ।
 
ସ୍ଥଗିତ ପରୀକ୍ଷା ମାର୍ଚ୍ଚ ୧୨ ତାରିଖରେ ହେବ କି ନାହିଁ, ତାହା ନେଇ ଆସନ୍ତା ୧୦ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି CBSE କହିଛି ।
 
ସ୍ଥଗିତ ରଖାଯାଇଥିବା ପରୀକ୍ଷା ମଧ୍ୟପ୍ରାଚ୍ୟର ବାହାରିନ, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ UAEରେ ଅନୁଷ୍ଠିତ ହେବାକୁ ଥିଲା । ନୂତନ ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି CBSE କହିଛି ।
 
କହିରଖୁଛୁ ଯେ, ୭ଟି ଦେଶରେ CBSE ଦଶମ ଶ୍ରେଣୀ ପରୀକ୍ଷାକୁ ଗତକାଲି ବାତିଲ କରିଦିଆଯାଇଛି । ବାହରିନ୍, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଦେଶରେ ଏହି ନିୟମ ଲାଗୁ ହେବ । ୭ ମାର୍ଚ୍ଚରୁ ୧୧ ମାର୍ଚ୍ଚ ୨୦୨୬ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ହୋଇଛି ।
CBSE postpones 12th exam in Middle East amid conflict

By Nirvay

Leave a Reply

Your email address will not be published. Required fields are marked *