କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ (CPSE) ୨୦୨୪ର ତୃତୀୟ ପେପର ପରୀକ୍ଷା ଯାହା ଅକ୍ଟୋବର ୪ ରେ ହେବାକୁ ଥିଲା ତାହା ଅକ୍ଟୋବର ୬କୁ ଘୁଞ୍ଚିଛି । ସିପିଏସଇ-୨୦୨୪ ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଦିନ ୧୦ ଟାରୁ ଅପରାହ୍ନ ୧ ଟା ଭିତରେ ହେବ ପରୀକ୍ଷା । ପୂଜା ଭସାଣିକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) ସୂଚନା ଦେଇଛି । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ । Post navigation ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଓମ୍ ପ୍ରଧାନର ଡିସ୍ଚାର୍ଜ ପିଟିସନ୍ ଖାରଜ ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ସତର୍କତା ସେବା ପୁନଃ ଆରମ୍ଭ କଲା କମିଶନରେଟ୍ ପୋଲିସ