ଲରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ୩ଟି ସ୍ତରରେ ତଥା ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ପୁରସ୍କାର ଦିଆଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି ବିଭିନ୍ନ କାମକୁ ଆଧାର କରି ଏହି ୪ କୋଟିର ପୁରସ୍କାର ରାଶି ଦିଆଯିବ । ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ପାଇବେ ପୁରସ୍କାର  ।

Leave a Reply

Your email address will not be published. Required fields are marked *