World Bank says Extreme poverty in India sees sharp decline
ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା କହିଛି ବିଶ୍ୱ ବ୍ୟାଙ୍କ୍ ।
 
ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୨୭.୧ ପ୍ରତିଶତରୁ ୫.୩%କୁ ଦାରିଦ୍ର୍ୟ ହାର ଖସିଛି ।
 
ରିପୋର୍ଟରେ କୁହାଯାଇଛି ଯେ ୨୦୧୧-୧୨ ରେ ଦାରିଦ୍ର୍ୟ ହାର ୨୭.୧% ଥିଲା, ୨୦୨୨-୨୩ ରେ ୫.୩% କୁ ଏହା ହ୍ରାସ ପାଇଛି । ପ୍ରାୟ ୨୬୯ ନିୟୁତ ଲୋକ ‘ଅତ୍ୟନ୍ତ ଦାରିଦ୍ର୍ୟ’ ରୁ ମୁକ୍ତ ହୋଇଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *