ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ଘରେ ଏନଆଇଏ ଚିମ୍ ପହଞ୍ଚି ତଦନ୍ତ କରୁଛି । ବାଲେଶ୍ୱରର ଇସାଣୀ ଗାଁରେ ଏନଆଇଏ ଟିମ୍ ପହଞ୍ଚି ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି । ଆତଙ୍କବାଦୀ ଆକ୍ରମଣର ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ ପ୍ରତ୍ୟକ୍ଷଦର୍ଶୀ ଥିଲେ । କହିରଖୁଛୁ ଯେ ଶ୍ରୀନଗରରୁ ସ୍ଵତନ୍ତ୍ର ବିମାନରେ ପ୍ରଶାନ୍ତଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ ଜନ୍ମମାଟିକୁ ନିଆଯାଇଥିଲା । ପ୍ରଶାନ୍ତ, ପତ୍ନୀ ଓ ପୁଅ ସହ ପହଲଗାଓଁ ବୁଲିବାକୁ ଯାଇଥିବା ସମୟରେ ସେଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । Post navigation ୪ ବର୍ଷରୁ କମ ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ କଫ ସିରପ୍ ରେ ଲାଗିଲା ବ୍ୟାନ୍ ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏ ର ଆଡ୍ଭାଇଜରି