ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ଆସିଛି ।
 
ବାହାଘର ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । ଅନେକ କେସରେ ଡିଭୋର୍ସ ପରେ ସ୍ୱାମୀକୁ ସ୍ତ୍ରୀର ଭରଣପୋଷଣ ପାଇଁ ଟଙ୍କା ଦେବାକୁ ପଡେ ।
 
ତେବେ ପାରିବାରିକ ହିଂସାର କୌଣସି ପ୍ରମାଣ ଦେଇନପାରିବାରୁ ବର୍ଷା କରିଥିବା ମାମଲାକୁ କଟକ ଜେଏମଏଫସି କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେ ନାହିଁ ।
 
 

By Nirvay

Leave a Reply

Your email address will not be published. Required fields are marked *