ରାଉରକେଲାରେ ନୂଆ ରେଳ ଲାଇନ ପ୍ରକଳ୍ପକୁ ବନ୍ଧମୁଣ୍ଡା ଥାନା ବରକାନି ବସ୍ତିବାସିନ୍ଦାଙ୍କ ବିରୋଧ ।
 
ବିକ୍ଷୋଭ ପ୍ରଦର୍ଶନ ସମୟରେ ଜେସିବି ଆଗକୁ ଜଣେ ଯୁବକ ଚାଲି ଆସିବାରୁ ଚାପି ହୋଇ ପ୍ରାଣ ହରାଇଛନ୍ତି । ଫଳରେ ଉତ୍ତେଜିତ ଲୋକେ ମାରଣାସ୍ତ୍ର ଓ ଢ଼େଲାପଥର ପୋଲିସକୁ ଆକ୍ରମଣ କରିଛନ୍ତି ।
 
ସୂଚନା ଅନୁଯାୟୀ ୫ରୁ ୬ ପୋଲିସ ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *