direct-flight-services-between-bhubaneswar-goa from april 1
ଓଡ଼ିଶାର ବିମାନ ଚଳାଚଳ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘୋଷଣା କରିଛି ଯେ ଓଡ଼ିଶାର ରାଜଧାନୀ ଏବଂ ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା ଏପ୍ରିଲ ୧ ରୁ ଆରମ୍ଭ ହେବ ।
 
ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ଖୁବଶୀଘ୍ର ଭୁବନେଶ୍ୱର-ଗୋଆ ବିମାନ ଉଡ଼ାଣ ଆରମ୍ଭ ହେବ । ସପ୍ତାହରେ ଚାରି ଦିନ – ମଙ୍ଗଳବାର, ବୁଧବାର, ଗୁରୁବାର ଏବଂ ଶନିବାର ବିମାନ ସେବା ଉପଲବ୍ଧ ହେବ ଯାହା ପର୍ଯ୍ୟଟନ, ବାଣିଜ୍ୟ ଏବଂ ସୁଯୋଗ ପାଇଁ ନୂଆ ଦିଗ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
direct-flight-services-between-bhubaneswar-goa from april 1

By Nirvay

Leave a Reply

Your email address will not be published. Required fields are marked *