CBSE postpones 12th exam in Middle East amid conflict

ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ ଆଜି ସ୍ପଷ୍ଟୀକରଣ ଦେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE )। ୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ । ୨୫ ତାରିଖରେ ଚିଠା ଯୋଜନାରେ ବାଦ ପଡ଼ିଥିଲା ଓଡ଼ିଆ । ବିରୋଧ ପରେ ବଦଳିଲା ସିବିଏସ୍‌ଇ ଗାଇଡଲାଇନ । ଏହା ପରେ ସ୍ପଷ୍ଟିକରଣ ଦେଇ ସିବିଏସ୍‌ଇ ସୂଚନା ଦେଇଛି ଓଡ଼ିଆ ଭାଷାରେ ଦେଇ ହେବ ଦଶମ ବୋର୍ଡ ପରୀକ୍ଷା । ସବୁ ବିଷୟ ଓ ଭାଷାରେ ପୂର୍ବ ପରି ୨୦୨୫-୨୬ ପରୀକ୍ଷା ହେବ ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବିଦେଶୀ ଭାଷା ରହିବ ।

Leave a Reply

Your email address will not be published. Required fields are marked *