ରାଜ୍ୟରେ ନୂଆ ଡିଜିପି ନିଯୁକ୍ତ ହେବେ। ଏ ନେଇ ନିକଟରେ ୩ ଜଣ ଆଇପିଏସ ଅଫିସରଙ୍କୁ ସେମାନଙ୍କ ତଥ୍ୟ ଦେବା ପାଇଁ ଚିଠି ହୋଇଥିଲା। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବରିଷ୍ଠ ଆଇପିଏସ ୱାଇ. ବି. ଖୁରାନିଆ। ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନତ୍ରୀଙ୍କୁ ଭେଟିଛନ୍ତି। ଖୁରାନିଆ ପରବର୍ତ୍ତୀ ଡିଜିପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *